https://kanaknews.com/cyclone-nivar-landfall-today-midnight/
ଦକ୍ଷିଣ ଆଡକୁ ମାଡି ଆସୁଛି ଘୂର୍ଣ୍ଣିଝଡ ନିଭାର । ତାମିଲନାଡୁ-ପୁଡୁଚେରୀ ଉପକୂଳରେ ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ । ଆନ୍ଧ୍ର, କର୍ଣ୍ଣାଟକ ଓ ରାୟଲ ସୀମାରେ ପଡିବ ପ୍ରଭାବ